ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ EC ର ଆକ୍ସନ, ଏହି ୬ ରାଜ୍ୟରେ ଭୋଟର ତାଲିକାରୁ କଟିବ ନାମ

Election Commission: ନିର୍ବାଚନ କମିଶନ ଚଳିତ ବର୍ଷ ଛଅଟି ରାଜ୍ୟରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବେ। ଯାହା ପରେ ଲୋକଙ୍କ ଜନ୍ମସ୍ଥାନ ଯାଞ୍ଚ କରି ବିଦେଶୀ ଅବୈଧ ପ୍ରବାସୀମାନଙ୍କୁ ବାହାର କରିଦିଆଯିବ। ଏହା ବିହାରରୁ ଆରମ୍ଭ ହେବ।

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ EC ର ଆକ୍ସନ, ଏହି ୬ ରାଜ୍ୟରେ ଭୋଟର ତାଲିକାରୁ କଟିବ ନାମ
Image Credit: ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ EC ର ଆକ୍ସନ

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments