ଅର୍ଥ ବ୍ୟବସ୍ଥାକୁ ବିଗାଡୁଛି କୋରୋନା, ସହି ନପାରି ଏହି ଦେଶର ଅର୍ଥ ମନ୍ତ୍ରୀ କଲେ ଆତ୍ମହତ୍ୟା
Advertisement

ଅର୍ଥ ବ୍ୟବସ୍ଥାକୁ ବିଗାଡୁଛି କୋରୋନା, ସହି ନପାରି ଏହି ଦେଶର ଅର୍ଥ ମନ୍ତ୍ରୀ କଲେ ଆତ୍ମହତ୍ୟା

 ଆଜି ଅର୍ଥାତ ରବିବାର ଦିନ ଜର୍ମାନୀର ହେସ୍ସେ ରାଜ୍ୟର ପ୍ରଧାନମନ୍ତ୍ରୀ ବୋଲ୍କର ବାଉଫର୍ କହିଛନ୍ତି ଯେ କରୋନା ଭାଇରସ୍ କାରଣରୁ ଦ୍ରୁତ ଗତିରେ ହ୍ରାସ ପାଉଥିବା ଅର୍ଥକୁ ନେଇ ଚିନ୍ତିତ ଅର୍ଥମନ୍ତ୍ରୀ ଥାମସ୍ ଶେଫର୍ ଆତ୍ମହତ୍ୟା କରିଛନ୍ତି ।

ଅର୍ଥ ବ୍ୟବସ୍ଥାକୁ ବିଗାଡୁଛି କୋରୋନା, ସହି ନପାରି ଏହି ଦେଶର ଅର୍ଥ ମନ୍ତ୍ରୀ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ: ୟୁରୋପରେ ତାଣ୍ଡବଲୀଳା ଜାରି ରଖିଛି କୋରୋନା ଭୂତାଣୁ । ପ୍ରତି ମୁହୂର୍ତ୍ତରେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହି ମହାମାରୀ ଭାଇରସ ସମଗ୍ର ବିଶ୍ୱର ଅର୍ଥ ବ୍ୟବସ୍ଥା ମଧ୍ୟ ବିଗାଡି ଦେଇଛି । କୋରୋନା ଯୋଗୁଁ ଲୋକମାନେ ମଧ୍ୟ ଉଦାସୀନତାର ଶିକାର ହେଉଛନ୍ତି । ଏହି ସମୟରେ କୋରୋନା ଯୋଗୁଁ ଜର୍ମାନର ଜଣେ ମନ୍ତ୍ରୀ ଆତ୍ମହତ୍ୟା କରିଛନ୍ତି ।

 ଆଜି ଅର୍ଥାତ ରବିବାର ଦିନ ଜର୍ମାନୀର ହେସ୍ସେ ରାଜ୍ୟର ପ୍ରଧାନମନ୍ତ୍ରୀ ବୋଲ୍କର ବାଉଫର୍ କହିଛନ୍ତି ଯେ କରୋନା ଭାଇରସ୍ କାରଣରୁ ଦ୍ରୁତ ଗତିରେ ହ୍ରାସ ପାଉଥିବା ଅର୍ଥକୁ ନେଇ ଚିନ୍ତିତ ଅର୍ଥମନ୍ତ୍ରୀ ଥାମସ୍ ଶେଫର୍ ଆତ୍ମହତ୍ୟା କରିଛନ୍ତି ।

ଶନିବାର ରେଳ ଟ୍ରାକ୍ ନିକଟରେ ୫୪ ବର୍ଷୀୟ ଥୋମାସ୍ ଶାଫରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୱେସବାଡେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ ଥାମସ୍ ଶେଫର ଆତ୍ମହତ୍ୟା କରିଛନ୍ତି । ପ୍ରଧାନମନ୍ତ୍ରୀ ବୋଲ୍କର ବାଉଫର୍ ତାଙ୍କ ରେକର୍ଡ ହୋଇଥିବା ବାର୍ତ୍ତାରେ କହିଛନ୍ତି ଯେ ଆମେ ଆଶ୍ଚର୍ଯ୍ୟ ହୋଇଛୁ, ଆମେ ଏହାକୁ ବିଶ୍ୱାସ କରିପାରିବୁ ନାହିଁ ଏବଂ ଏହି ସବୁ ଘଟଣା ପାଇଁ ଆମେ ଅତ୍ୟନ୍ତ ଦୁଃଖିତ ।