Elon Musk Resign: ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଲେ ଏଲନ ମସ୍କ, କହିଲେ ଧନ୍ୟବାଦ...

ନୂଆଦିଲ୍ଲୀ: ଏଲନ ମସ୍କ ସୋସିଆଲ ମିଡିଆରେ ପୋଷ୍ଟ କରି ଏକ ବଡ଼ ଘୋଷଣା କରିଛନ୍ତି। ସେ ଡୋନାଲ୍ଡ ଟ୍ରମ୍ପ ସରକାରଙ୍କ ସହିତ ତାଙ୍କର ଯାତ୍ରା ଶେଷ କରିଛନ୍ତି। ଏଥିପାଇଁ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ କରିଛନ୍ତି। ଏଥିରେ ସେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇ ଲେଖିଛନ୍ତି ଯେ 'ଯେହେତୁ ଜଣେ ସ୍ୱତନ୍ତ୍ର ସରକାରୀ କର୍ମ

Elon Musk Resign: ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଲେ ଏଲନ ମସ୍କ, କହିଲେ ଧନ୍ୟବାଦ...

About the Author