Sudan Accident: ଭୟଙ୍କର ଭୁସ୍ଖଳନ, ମାଟି ତଳେ ପୋତି ହୋଇଗଲେ ୧୦୦୦ରୁ ଅଧିକ

ନୂଆଦିଲ୍ଲୀ: ସୁଦାନରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅତି କମରେ ଏକ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୁଦାନ ମୁକ୍ତି ଆନ୍ଦୋଳନ/ସେନା କହିଛି ଯେ ପଶ୍ଚିମ ସୁଡାନର ମାରା ପର୍ବତମୟ ଅଞ୍ଚଳରେ ଭୂସ୍ଖଳନରେ ଏକ ଗାଁ ଧ୍ୱଂସ ପାଇଯାଇଥିବା ନେଇ ସୂଚନା ରହିଛି। ଅତି କମରେ ୧୦୦୦ ଲୋକଙ୍କର ମୃତ୍ୟୁ ହୋଇଛି। କେବଳ ଜଣେ ବ୍ୟକ୍ତି

Sudan Accident: ଭୟଙ୍କର ଭୁସ୍ଖଳନ, ମାଟି ତଳେ ପୋତି ହୋଇଗଲେ ୧୦୦୦ରୁ ଅଧିକ

About the Author