PF ଆକାଉଣ୍ଟଧାରୀ ଶୀଘ୍ର କରିନିଅନ୍ତୁ ଏହି କାମ, ନଚେତ୍ ହୋଇଯିବ ବଡ଼ କ୍ଷତି

ଯଦି PF ଆକାଉଣ୍ଟଧାରୀମାନଙ୍କ ସହିତ କିଛି ଅଘଟଣ ଘଟେ, ତେବେ ପରିବାରର କୌଣସି ସଦସ୍ୟଙ୍କୁ ନୋମିନୀ କରିବା ଦ୍ୱାରା ତାଙ୍କୁ ବୀମା ଓ ପେନସନ୍ ଭଳି ସୁବିଧା ମିଳିବ । ଏହାକୁ ଧ୍ୟାନରେ ରଖି ଇପିଏଫଏ ନୋମିନୀ ଦେବା ଜରୁରୀ କରିଛି ।

PF ଆକାଉଣ୍ଟଧାରୀ ଶୀଘ୍ର କରିନିଅନ୍ତୁ ଏହି କାମ, ନଚେତ୍ ହୋଇଯିବ ବଡ଼ କ୍ଷତି

About the Author