PF ଆକାଉଣ୍ଟଧାରୀମାନେ ଡିସେମ୍ୱର ୩୧ ପର୍ଯ୍ୟନ୍ତ ଶେଷ କରି ନିଅନ୍ତୁ ଏହି କାମ, ନଚେତ୍ ପରେ ହେବ ବଡ଼ ସମସ୍ୟା

ଯଦି PF ଆକାଉଣ୍ଟଧାରୀମାନଙ୍କ ସହିତ କିଛି ଅଘଟଣ ଘଟେ, ତେବେ ପରିବାରର କୌଣସି ସଦସ୍ୟଙ୍କୁ ନୋମିନୀ କରିବା ଦ୍ୱାରା ତାଙ୍କୁ ବୀମା ଓ ପେନସନ୍ ଭଳି ସୁବିଧା ମିଳିବ । ଏହାକୁ ଧ୍ୟାନରେ ରଖି ଇପିଏଫଏ ନୋମିନୀ ଦେବା ଜରୁରୀ କରିଛି ।

PF ଆକାଉଣ୍ଟଧାରୀମାନେ ଡିସେମ୍ୱର ୩୧ ପର୍ଯ୍ୟନ୍ତ ଶେଷ କରି ନିଅନ୍ତୁ ଏହି କାମ,  ନଚେତ୍ ପରେ ହେବ ବଡ଼ ସମସ୍ୟା

About the Author