'ପ୍ଲାଜମା ଥେରାପି'ରୁ ସୁସ୍ଥ ହେଉଛନ୍ତି କୋରୋନା ରୋଗୀ !

ଦକ୍ଷିଣ ଦିଲ୍ଲୀର ମ୍ୟାକ୍ସ ସାକେତ ହସ୍ପିଟାଲରେ ଗତ ସପ୍ତାହର ମଙ୍ଗଳବାର (14 ଏପ୍ରିଲ)ରେ ୪୯ ବର୍ଷୀୟ କୋରୋନା ସଂକ୍ରମିତ ରୋଗୀଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାପରେ ତାଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିଲା । ମ୍ୟାକ୍ସ ହସ୍ପିଟାଲ ଅନୁଯାୟୀ, ପ୍ଲାଜମା ଥେରାପି ଦିଆଯିବା ପରେ ରୋଗୀର ଅବସ୍ଥା ସୁଧୁରିଛି

'ପ୍ଲାଜମା ଥେରାପି'ରୁ ସୁସ୍ଥ ହେଉଛନ୍ତି କୋରୋନା ରୋଗୀ !

About the Author