ବନ୍ଦ ହୋଇଯିବ ଫେସବୁକ୍ ଓ ଇନଷ୍ଟାଗ୍ରାମ, ଜାଣନ୍ତୁ ଏହାର କାରଣ
Advertisement

ବନ୍ଦ ହୋଇଯିବ ଫେସବୁକ୍ ଓ ଇନଷ୍ଟାଗ୍ରାମ, ଜାଣନ୍ତୁ ଏହାର କାରଣ

ବର୍ତ୍ତମାନ ୟୁରୋପ (Europe) ରେ ଡାଟା ଟ୍ରାନ୍ସଫର (Data Transfer) କୁ ନେଇ କଡ଼ା ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀଗୁଡିକୁ ଗୋପନୀୟତା ସିଲ୍ଡ (Privacy Shield) ଓ ଅନ୍ୟାନ୍ୟ ମଡେଲ ଚୁକ୍ତିନାମା ମାଧ୍ୟମରେ ଡାଟା ଟ୍ରାନ୍ସଫରର ବିକଳ୍ପ ମିଳୁଥିଲା । ମେଟା (Meta) ଏଗୁଡିକର ସାହାଯ୍ୟରେ ଆମେରିକାର ସର୍ଭରରେ ଇଉରୋପୀୟ ୟୁଜର୍ସଙ୍କ ଡାଟା ଷ୍ଟୋର କରୁଥିଲା, କିନ୍ତୁ ବିଗତ ଦିନରେ ଏହି ନିୟମ ଅବୈଧ କରାଯାଇଛି ।

ବନ୍ଦ ହୋଇଯିବ ଫେସବୁକ୍ ଓ ଇନଷ୍ଟାଗ୍ରାମ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: Facebook-Instagram, Meta: ୟୁରୋପ (Europe) ରେ ମେଟା (Meta) ପାଇଁ ଚ୍ୟାଲେଞ୍ଜ ବଢ଼ିବାରେ ଲାଗିଛି, ଯାହା ପରେ କମ୍ପାନୀ ସେଠାରେ କିଛି ସେବା ବନ୍ଦ କରିପାରେ । ଖବର ଅନୁଯାୟୀ, ମେଟା ନିଜର ବାର୍ଷିକ ରିପୋର୍ଟରେ କହିଛି ଯେ, ଯଦି କମ୍ପାନୀକୁ ନିଜର ଇଉରୋପୀୟ ୟୁଜର୍ସଙ୍କ ଡାଟାକୁ ଆମେରିକାର ଆଧାରିତ ସର୍ଭରରେ ଟ୍ରାନ୍ସଫର, ଷ୍ଟୋର ଏବଂ ପ୍ରୋସେସ କରିବାର ବିକଳ୍ପ ନ ମିଳିବ, ତେବେ ୟୁରୋପରେ ଫେସବୁକ୍ (Facebook) ଓ ଇନଷ୍ଟାଗ୍ରାମ (Instagram) ଭଳି ସେବା ବନ୍ଦ ହୋଇପାରେ ।

ବର୍ତ୍ତମାନ ୟୁରୋପ (Europe) ରେ ଡାଟା ଟ୍ରାନ୍ସଫର (Data Transfer) କୁ ନେଇ କଡ଼ା ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀଗୁଡିକୁ ଗୋପନୀୟତା ସିଲ୍ଡ (Privacy Shield) ଓ ଅନ୍ୟାନ୍ୟ ମଡେଲ ଚୁକ୍ତିନାମା ମାଧ୍ୟମରେ ଡାଟା ଟ୍ରାନ୍ସଫରର ବିକଳ୍ପ ମିଳୁଥିଲା । ମେଟା (Meta) ଏଗୁଡିକର ସାହାଯ୍ୟରେ ଆମେରିକାର ସର୍ଭରରେ ଇଉରୋପୀୟ ୟୁଜର୍ସଙ୍କ ଡାଟା ଷ୍ଟୋର କରୁଥିଲା, କିନ୍ତୁ ବିଗତ ଦିନରେ ଏହି ନିୟମ ଅବୈଧ କରାଯାଇଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ କମିଶନଙ୍କୁ ଦେଇଥିବା ନୂଆ ରିପୋର୍ଟରେ ମେଟା (Meta) କହିଛି ଯେ ଯଦି ଏକ ନୂତନ ଢାଞ୍ଚା ବିକଶିତ ହୁଏ ନାହିଁ କିମ୍ବା ବର୍ତ୍ମାନର ମଡେଲ ବ୍ୟବହାର କରିବାକୁ ଅନୁମତି ଦିଆଯାଏ ନାହିଁ, ତେବେ କମ୍ପାନୀ ୟୁରୋପରେ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ପରି ସେବା ଯୋଗାଇବାରେ ସକ୍ଷମ ହେବ ନାହିଁ ।

ଏହା ବି ପଢ଼ନ୍ତୁ:-କେତେ ଥର ଡେଟ୍ ପରେ ଶାରୀରିକ ସମ୍ପର୍କ ଗଢ଼ିବା ଠିକ୍? ଟିଭି ଉପସ୍ଥାପିକାଙ୍କ ଉତ୍ତର ସମସ୍ତଙ୍କୁ କଲା ଚକିତ

ଏହା ବି ପଢ଼ନ୍ତୁ:-ଗାଙ୍ଗୁଲିଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ମନା କରିଦେଲେ ହାର୍ଦ୍ଦିକ, ଗୋଟିଏ ଝଟକାରେ ପାଣ୍ଡ୍ୟା ନେଲେ ଏହି ବଡ଼ ନିଷ୍ପତ୍ତି

ଏହା ବି ପଢ଼ନ୍ତୁ:-ଯଦି ଆପଣ ମଧ୍ୟ ଦଶମ ପାସ୍ ତ କେନ୍ଦ୍ର ସରକାର ମାଗଣାରେ ଦେଉଛନ୍ତି ଲାପଟପ୍? ଜାଣନ୍ତୁ ପୂରା ମାମଲା

ଏହା ବି ପଢ଼ନ୍ତୁ:-ଯୌନ ସମସ୍ୟା ଦୂର କରିବା ପାଇଁ ପୁରୁଷମାନେ ଏହି ସମୟରେ ଖାଆନ୍ତୁ ୬ଟି ବାଦାମ, ତା'ପରେ ଦେଖନ୍ତୁ କମାଲ!

 

ପୂର୍ବରୁ କମ୍ପାନୀଗୁଡିକ ଆମେରିକୀୟ ସର୍ଭରକୁ ୟୁରୋପୀୟ ଡାଟା ଟ୍ରାନ୍ସଫର  କରିବା ପାଇଁ ପ୍ରାଇଭେସୀ ସିଲ୍ଡ ଆକ୍ଟ ବ୍ୟବହାର କରୁଥିଲେ । ତେବେ ଜୁଲାଇ ୨୦୨୦ରେ ୟୁରୋପୀୟ କୋର୍ଟ ଏହାକୁ ବାତିଲ କରିଦେଇଥିଲେ । ପ୍ରାଇଭେସୀ ସିଲ୍ଡ (Privacy Shield) ବ୍ୟତୀତ ମେଟା (Meta) ଆମେରିକାର ସର୍ଭରରେ ୟୁରୋପୀୟ ୟୁଜର୍ସଙ୍କ ଡାଟା ଷ୍ଟୋର କରିବା ପାଇଁ ଷ୍ଟାଣ୍ଡାର୍ଡ କଣ୍ଟ୍ରାକ୍ଟୁଆଲ୍ କ୍ଲଜ୍ (Standard Contractual Clauses) ବ୍ୟବହାର କରୁଛି, କିନ୍ତୁ ଏହି ମଡେଲ ଚୁକ୍ତିନାମା ବ୍ରୁସେଲ୍ସ (Brussels) ସମେତ ୟୁରୋପର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଯାଞ୍ଚ ପରିଧିରେ ଅଛି ।