ପ୍ରତିରକ୍ଷା କ୍ଷେତ୍ରରେ FDI ବୃଦ୍ଧି କଲେ ମୋଦି ସରକାର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଅର୍ଥନୈତିକ ସୁଧାର କରିବାକୁ ପଡିବ । ରୋଜଗାର ଓ ବାଣିଜ୍ୟ ବୃଦ୍ଧି ପାଇଁ ଗଠନମୂଳକ ସଂସ୍କାର ଆଣିବାର ଆବଶ୍ୟକତା ଅଛି । ଉତ୍ପାଦଗୁଡିକ ନିର୍ଭରଯୋଗ୍ୟ ହେବା ଆବଶ୍ୟକ ।

ପ୍ରତିରକ୍ଷା କ୍ଷେତ୍ରରେ FDI ବୃଦ୍ଧି କଲେ ମୋଦି ସରକାର
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author