Income Tax Bill 2025: ଲୋକସଭାରେ ନୂତନ ଆୟକର ବିଲ୍ ଆଗତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ; ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

Income Tax Bill 2025: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ନୂତନ ଆୟକର ବିଲ୍ ୨୦୨୫ ଆଗତ କରିଛନ୍ତି। ଆୟକର ଆଇନକୁ ସରଳ କରିବା ପାଇଁ ଏକ ନୂତନ ଆଇନ ପ୍ରଣୟନର ଘୋଷଣା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀ ୨୦୨୫ ରେ ନିଜ ବଜେଟ୍ ଭାଷଣରେ ଉଲ୍ଲେଖ କରିଥିଲେ। ଲୋକସଭାରେ ବିଲ୍ ଆଗତ କରିବା ପରେ ଅର୍ଥମନ୍ତ୍ରୀ ବାଚସ୍ପତି ଓମ୍ ବିର୍ଲାଙ୍କୁ ଏହାକୁ ଗୃହର ସିଲେକ୍ଟ କମିଟିକୁ ପଠାଇବାକୁ ଅନୁରୋଧ କରିଥିଲେ।

Income Tax Bill 2025: ଲୋକସଭାରେ ନୂତନ ଆୟକର ବିଲ୍ ଆଗତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ; ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ
Image Credit: Finance Minister Nirmala Sitharaman introduces new Income Tax Bill in Lok Sabha

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More