ଅର୍ଥ ମନ୍ତ୍ରୀଙ୍କ ଘୋଷଣା, କୃଷି ଭିତ୍ତିଭୂମି ପାଇଁ ୧ ଲକ୍ଷ କୋଟି ଟଙ୍କାର ଫଣ୍ଡ ଦେବ ସରକାର

କୃଷି ଭିତ୍ତିଭୂମି ପାଇଁ ୧ ଲକ୍ଷ କୋଟି ଟଙ୍କା ଫଣ୍ଡର ବ୍ୟବସ୍ଥା କରାଯାଇଛି । ବୁଧବାର ସାମ୍ବାଦିକ ସମ୍ମିଳନୀର ପ୍ରଥମ ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ କ୍ଷୁଦ୍ର, ମଧ୍ୟମ ଶିଳ୍ପ ଏବଂ ରିଅଲ ଇଷ୍ଟେଟ୍ ସମେତ ଅନ୍ୟାନ୍ୟ କ୍ଷେତ୍ରକୁ ପ୍ରଦାନ କରାଯାଇଥିବା ରିହାତି ଉପରେ କହିଥିଲେ । ଗୁରୁବାର ଚାଷୀ ଓ ପ୍ରବାସୀ ଶ୍ରମିକମାନଙ୍କୁ ଦିଆଯାଉଥିବା ସୁବିଧା ତଥା ରିହାତି ବିଷୟରେ ସେ କହିଥିଲେ ।

ଅର୍ଥ ମନ୍ତ୍ରୀଙ୍କ ଘୋଷଣା, କୃଷି ଭିତ୍ତିଭୂମି ପାଇଁ ୧ ଲକ୍ଷ କୋଟି ଟଙ୍କାର ଫଣ୍ଡ ଦେବ ସରକାର
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author