ଭାରତୀୟ ସେନା ଓ କାଶ୍ମୀରକୁ ନେଇ ବିବାଦୀୟ ଟ୍ୱିଟ, ଜେଏନୟୁ ଛାତ୍ରଙ୍କ ବିରୋଧରେ FIR

ସାଜିଦ ଭାରତୀୟ ସେନା ବିରୋଧରେ ଓ କାଶ୍ମୀରକୁ ନେଇ ଏକ ବିବାଦୀୟ ଟ୍ୱିଟ କରିଥିଲା । ଆଉ ଏହାପରେ ତା ବିରୋଧରେ IPCର ଧାରା 153A ଓ 504 ଅନୁଯାୟୀ ଏଫଆଇର ରୁଜୁ କରାଯାଇଛି ।

ଭାରତୀୟ ସେନା ଓ କାଶ୍ମୀରକୁ ନେଇ ବିବାଦୀୟ ଟ୍ୱିଟ, ଜେଏନୟୁ ଛାତ୍ରଙ୍କ ବିରୋଧରେ FIR

About the Author