ମହାରାଷ୍ଟ୍ର ପୁନେରେ ଭୟବହ ଅଗ୍ନିକାଣ୍ଡ । କୁର୍କୁମ୍ବ ଏମଆଇଡିସି (Kurkumbh MIDC) ଅଞ୍ଚଳରେ ଥିବା ଏକ କ୍ୟାମିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ସ୍ପଷ୍ଟ ହୋଇନି । ଘଟଣା ସ୍ଥଳରେ ୫ ଦମକଳ ଗାଡ଼ି ପହଞ୍ଚିଛି । ନିଆଁଲିଭା କାମ ଜାରିରହିଛି ।
Trending Photos
ନୂଆଦିଲ୍ଲୀ: ମହାରାଷ୍ଟ୍ର ପୁନେରେ ଭୟବହ ଅଗ୍ନିକାଣ୍ଡ । କୁର୍କୁମ୍ବ ଏମଆଇଡିସି (Kurkumbh MIDC) ଅଞ୍ଚଳରେ ଥିବା ଏକ କ୍ୟାମିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ସ୍ପଷ୍ଟ ହୋଇନି । ଘଟଣା ସ୍ଥଳରେ ୫ ଦମକଳ ଗାଡ଼ି ପହଞ୍ଚିଛି । ନିଆଁଲିଭା କାମ ଜାରିରହିଛି ।
Pune: Fire broke out at a chemical factory in Kurkumbh MIDC area. Five fire tenders have been rushed to the spot. More details awaited. #Maharashtra pic.twitter.com/fLq1rxuSAX
— ANI (@ANI) May 22, 2020