ପୁନେରେ ଭୟବହ ଅଗ୍ନିକାଣ୍ଡ, କେମିକାଲ ଫ୍ୟାକ୍ଟ୍ରିରେ ଲାଗିଛି ନିଆଁ

ମହାରାଷ୍ଟ୍ର ପୁନେରେ ଭୟବହ ଅଗ୍ନିକାଣ୍ଡ । କୁର୍କୁମ୍ବ ଏମଆଇଡିସି (Kurkumbh MIDC) ଅଞ୍ଚଳରେ ଥିବା ଏକ କ୍ୟାମିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ସ୍ପଷ୍ଟ ହୋଇନି । ଘଟଣା ସ୍ଥଳରେ ୫ ଦମକଳ ଗାଡ଼ି ପହଞ୍ଚିଛି । ନିଆଁଲିଭା କାମ ଜାରିରହିଛି ।  

ପୁନେରେ ଭୟବହ ଅଗ୍ନିକାଣ୍ଡ, କେମିକାଲ ଫ୍ୟାକ୍ଟ୍ରିରେ ଲାଗିଛି ନିଆଁ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ମହାରାଷ୍ଟ୍ର ପୁନେରେ ଭୟବହ ଅଗ୍ନିକାଣ୍ଡ । କୁର୍କୁମ୍ବ ଏମଆଇଡିସି (Kurkumbh MIDC) ଅଞ୍ଚଳରେ ଥିବା ଏକ କ୍ୟାମିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ସ୍ପଷ୍ଟ ହୋଇନି । ଘଟଣା ସ୍ଥଳରେ ୫ ଦମକଳ ଗାଡ଼ି ପହଞ୍ଚିଛି । ନିଆଁଲିଭା କାମ ଜାରିରହିଛି ।