Sawai man Singh Hospital Fire Tragedy: ଜୟପୁରର ସୱାଇ ମାନସିଂ ଡାକ୍ତରଖାନାରେ ଅଗ୍ନିକାଣ୍ଡ, ୮ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରାଜସ୍ଥାନର ଜୟପୁର ଜିଲ୍ଲାର ଏକ ପ୍ରମୁଖ ସରକାରୀ ହସ୍ପିଟାଲ ସୱାଇ ମାନ ସିଂହ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୪ ଜଣ ମହିଳାଙ୍କ ସମେତ ୮ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲର ଟ୍ରମା ସେଣ୍ଟରର ଦ୍ୱିତୀୟ ମହଲାରେ ଥିବା ନ୍ୟୁରୋସର୍ଜରୀ ୱାର୍ଡର ଷ୍ଟୋରରେ ଅଗ୍ନିକାଣ୍

Sawai man Singh Hospital Fire Tragedy: ଜୟପୁରର ସୱାଇ ମାନସିଂ ଡାକ୍ତରଖାନାରେ ଅଗ୍ନିକାଣ୍ଡ, ୮ ରୋଗୀଙ୍କ ମୃତ୍ୟୁ

About the Author