Delhi Flood Updates: ଦିଲ୍ଲୀରେ ବନ୍ୟା ବିତ୍ପାତ, ଘର ଛାଡିଲେ ୫୦ ହଜାର ଲୋକ

ନୂଆଦିଲ୍ଲୀ: ଦିଲ୍ଲୀରେ ଯମୁନାର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଆଖପାଖ ଅଞ୍ଚଳରେ ପାଣି ପ୍ରବେଶ କରିଛି। ଯମୁନା ଅଞ୍ଚଳର ପ୍ରାୟ 50 ହଜାରରୁ ଅଧିକ ଲୋକ ବାସ କରନ୍ତି। ସେମାନେ ସମସ୍ତେ ନିଜ ଜୀବନର ସୁରକ୍ଷା ପାଇଁ ଘର ଛାଡିଛନ୍ତି। NDRF ଦଳ ଏହି ଅଞ୍ଚଳରେ ରହୁଥିବା 15 ହଜାରରୁ ଅଧିକ ଲୋକଙ୍କୁ ରିଲିଫ୍ ଶିବିରକୁ ସ୍ଥାନାନ୍ତରିତ କରିଛି। ବୁଧବାର

Delhi Flood Updates:  ଦିଲ୍ଲୀରେ ବନ୍ୟା ବିତ୍ପାତ, ଘର ଛାଡିଲେ ୫୦ ହଜାର ଲୋକ

About the Author