ଜମାତିଙ୍କୁ ସ୍ୱଦେଶ ଫେରିବାକୁ ମିଳିଲା ଅନୁମତି, କିନ୍ତୁ ଏହି ସର୍ତ୍ତରେ...

କହିରଖୁଛି, ମାଲେସିଆର ୧୨୧ ଓ ସାଉଦି ଆରବର ୧୧ ବିଦେଶୀ ନାଗରିକ ଲକଡାଉନ୍  ନିୟମ ଓ ଭିସା ନିୟମ ଉଲଂଘନ ନେଇ ନିଜ ଦୋଷ ସ୍ୱୀକାର କରିଛନ୍ତି । ପରେ ସେମାନଙ୍କୁ ଜୋରିମାନ ଲଗାଇଛନ୍ତି ଅଦାଲତ ।

ଜମାତିଙ୍କୁ ସ୍ୱଦେଶ ଫେରିବାକୁ ମିଳିଲା ଅନୁମତି, କିନ୍ତୁ ଏହି ସର୍ତ୍ତରେ...
ଫାଇଲ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦୀନ ମରକଜ(Nizamuddin Markaz)ରେ ସାମିଲ ହୋଇଥିବା ବିଦେଶୀ ଜମାତିଙ୍କୁ ସ୍ୱଦେଶ ଫେରିବା ଅନୁମତି ମିଳିଛି । ଦିଲ୍ଲୀ ପୋଲିସର ଚାର୍ଜସିଟ ଉପରେ ଶନିବାର ଶୁଣାଣି କରିଥିଲେ ନିମ୍ନ ଅଦାଲତ । ସମସ୍ତ ଜମାତିଙ୍କୁ ଜରିମାନା ଜମା କରି ସ୍ୱଦେଶ ଫେରିବାକୁ କୋର୍ଟ ଅନୁମତି ଦେଇଛନ୍ତି । 

କହିରଖୁଛି, ମାଲେସିଆର ୧୨୧ ଓ ସାଉଦି ଆରବର ୧୧ ବିଦେଶୀ ନାଗରିକ ଲକଡାଉନ୍  ନିୟମ ଓ ଭିସା ନିୟମ ଉଲଂଘନ ନେଇ ନିଜ ଦୋଷ ସ୍ୱୀକାର କରିଛନ୍ତି । ପରେ ସେମାନଙ୍କୁ ଜୋରିମାନ ଲଗାଇଛନ୍ତି ଅଦାଲତ । ସେମାନଙ୍କୁ ୭ ହଜାରରୁ ୧୦ ହଜାର ଟଙ୍କା ଲେଖାଏଁ  ଜୋରିମାନା ଦେବାକୁ ପଡ଼ିବ । 

ମରକଜ ମାମଲାରେ ଦିଲ୍ଲୀ ପୋଲିସ (Delhi Police) ୯୫୬ ବିଦେଶୀ ନାଗରିକଙ୍କ ବିରୋରଧରେ ନିମ୍ନ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା ।