Foreign liquor and beer banned: ବିବାହୋତ୍ସବରେ ମଦ ବାରଣ, ଉଲ୍ଲଂଘନ କଲେ ସାମଜିକ ବାସନ୍ଦ !

ନୂଆଦିଲ୍ଲୀ: ବିବାହ ଏବଂ ଅନ୍ୟାନ୍ୟ ଉତ୍ସବରେ ବିଦେଶୀ ମଦ୍ୟପାନକୁ ନେଇ କଡ଼ା ନିଷିଦ୍ଧ କରାଯାଇଛି। ଏହି ଘଟଣା ଉତ୍ତରାଖଣ୍ଡର ତେହରି ଜିଲ୍ଲାର ଜୌନପୁର ବିକାଶ ବ୍ଲକ ଅଞ୍ଚଳରେ ଘଟିଛି। ଗତକାଲି ବୁଧବାର ୩୫ଟି ଗାଁର ବାସିନ୍ଦା ବଙ୍ଗଶୀଳରେ ଏକ ବୈଠକ କରିଥିଲେ। ଜିଲ୍ଲା ପଞ୍ଚାୟତ ସଦସ୍ୟା ସବିତା ଦେବୀଙ୍କ ନେତୃତ୍ୱରେ ଏହି ବୈଠକରେ ଉ

Foreign liquor and beer banned: ବିବାହୋତ୍ସବରେ ମଦ ବାରଣ, ଉଲ୍ଲଂଘନ କଲେ ସାମଜିକ ବାସନ୍ଦ !

About the Author