ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏମ୍ସରେ ଭର୍ତ୍ତି

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କୁ ଆଜି ରାତି ୮.୪୫ରେ ଏମ୍ସର କାର୍ଡିଓ ନ୍ୟୁରୋ ସେଣ୍ଟରରେ ଭର୍ତ୍ତି କରାଯାଇଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏମ୍ସରେ ଭର୍ତ୍ତି
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author