Delhi Encounter: ଦିଲ୍ଲୀରେ ଏନକାଉଣ୍ଟର: ଟଳିଲେ ୪ କୁଖ୍ୟାତ ଅପରାଧି

ନୂଆଦିଲ୍ଲୀ: ଗୁରୁବାର ସକାଳେ ଦିଲ୍ଲୀ ପୋଲିସ ଏକ ଏନକାଉଣ୍ଟରରେ ବିହାରର ଚାରି ଜଣ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା କରିଛି। ନିହତ ଗ୍ୟାଙ୍ଗଷ୍ଟରମାନେ ହେଲେ ରଞ୍ଜନ ପାଠକ (୨୫), ବିମଲେଶ ମାହାତୋ (୨୫), ମନୀଷ ପାଠକ (୩୩) ଏବଂ ଅମନ ଠାକୁର (୨୧)। ପାଠକ ସେହି ଗ୍ୟାଙ୍ଗର ନେତା ଥିଲେ, ଯିଏ ସୋସିଆଲ ମିଡିଆରେ ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ କରୁଥିଲେ। ସେ

Delhi Encounter: ଦିଲ୍ଲୀରେ ଏନକାଉଣ୍ଟର: ଟଳିଲେ ୪ କୁଖ୍ୟାତ ଅପରାଧି

About the Author