ଅଗଷ୍ଟରେ ଲାଗୁ ହେବ ଦେଶରେ 'ୱାନ ନେସନ-ୱାନ ରାସନ କାର୍ଡ' ଯୋଜନା

ଏହି ଯୋଜନା ଅଗଷ୍ଟ ମାସରେ ଲାଗୁ କରାଯିବ । ଏହି ଯୋଜନାରେ ବଣ୍ଟନ ସହ ଜଡିତ ଜନସଂଖ୍ୟାର ୮୩ ପ୍ରତିଶତ ଲୋକଙ୍କୁ ସାମିଲ କରାଯିବ ।

ଅଗଷ୍ଟରେ ଲାଗୁ ହେବ ଦେଶରେ 'ୱାନ ନେସନ-ୱାନ ରାସନ କାର୍ଡ' ଯୋଜନା
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author