Republic Day: ଗଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଦିଲ୍ଲୀ

ନୂଆଦିଲ୍ଲୀ: ୭୭ତମ ଗଣତନ୍ତ୍ର ଦିବସ ଅବସରରେ ଜାତୀୟ ରାଜଧାନୀ ଦିଲ୍ଲୀ ଏକ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି। ରାଜ୍ୟ ସୀମାରେ ପୋଲିସ ଅବରୋଧ କରାଯାଇଛି, ସହିତ ପ୍ରତ୍ୟେକ ଛୋଟମୋଟ ଗତିବିଧି ଉପରେ ନଜର ରଖିବା ପାଇଁ ହାଇଟେକ୍ ଏଆଇ କ୍ୟାମେରା ମଧ୍ୟ ଲଗାଯାଇଛି। ନୂଆଦିଲ୍ଲୀ ଅଞ୍ଚଳରେ ୧୦,୦୦୦ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଅତିରିକ୍ତ

Republic Day: ଗଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଦିଲ୍ଲୀ

About the Author