Gas Tanker Blast: ଭୟଙ୍କର ଅଗ୍ନିକାଣ୍ଡ! ଜୀବନ୍ତ ଜଳିଗଲେ ୭୦ ଲୋକ...

Gas Tanker Blast: ବିସ୍ଫୋରଣ ପରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୭୦ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଅଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଘଟଣାସ୍ଥଳରେ ଘଟିଥିବା ବିଶୃଙ୍ଖଳାକୁ ପୋଲିସ ନିୟନ୍ତ୍ରଣ କରିଥିଲା। ଅଗ୍ନିଶମ ବାହିନୀ ନିଆଁ ଲିଭାଇବାରେ ସଫଳ ହୋଇଥିଲେ।

Gas Tanker Blast: ଭୟଙ୍କର ଅଗ୍ନିକାଣ୍ଡ! ଜୀବନ୍ତ ଜଳିଗଲେ ୭୦ ଲୋକ...

About the Author