ପ୍ରତିଦିନ ସକାଳେ ଉଠି ଗରମ ପାଣିରେ ଏହା ମିଶାଇ ପିଇଲେ ମିଳିଥାଏ ଜବରଦସ୍ତ ଲାଭ
Advertisement

ପ୍ରତିଦିନ ସକାଳେ ଉଠି ଗରମ ପାଣିରେ ଏହା ମିଶାଇ ପିଇଲେ ମିଳିଥାଏ ଜବରଦସ୍ତ ଲାଭ

ଗୋଲମରିଚରେ ପିପରାଇନ୍ ଥାଏ । ଏଥିରେ ଆଣ୍ଟି-ଡିପ୍ରେସାଣ୍ଟ ଗୁଣ ରହିଥାଏ । ଯେଉଁ କାରଣରୁ ଗୋଲମରିଚ ଲୋକଙ୍କୁ ଟେନସନ ଏବଂ ଡିପ୍ରେସନରୁ ମୁକ୍ତି ଦେଇଥାଏ । ଗ୍ରୀଷ୍ମ ଋତୁରେ ଗୋଲମରିଚ ଖାଇବା କମ୍ କରିବା ଉଚିତ ।

ପ୍ରତିଦିନ ସକାଳେ ଉଠି ଗରମ ପାଣିରେ ଏହା ମିଶାଇ ପିଇଲେ ମିଳିଥାଏ ଜବରଦସ୍ତ ଲାଭ

ଗରମ ପାଣି (Hot Water) ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଲାଭଦାୟକ ହୋଇଥାଏ । ଉଷୁମ ପାଣି ସହିତ ଗୋଲମରିଚ (Black Pepper) ଖାଇବା ଦ୍ୱାରା କାଶ ଏବଂ ଥଣ୍ଡା ସମସ୍ୟା ଦୂର ହୁଏ । ଏକାସାଙ୍ଗରେ ମହୁ (Honey) ସହିତ ଗୋଲମରିଚ ଗୁଣ୍ଡ ଚାଟିଲେ ଗଳା ଯନ୍ତ୍ରଣା ଦୂର ହୁଏ । ଗୋଲମରିଚ ବ୍ୟବହାର ଶରୀରକୁ ଫିଟ୍ ରଖେ କିନ୍ତୁ କାଶ ଏବଂ ଥଣ୍ଡା ଭଳି ରୋଗରୁ ମଧ୍ୟ ଦୂରେଇ ରଖିଥାଏ ।

ଅଧିକ ପଢ଼ନ୍ତୁ:-ସାମ୍ନାକୁ ଆସିଲା କୋରୋନା ଭୂତାଣୁର ଆଉ ଏକ ନୂଆ ଲକ୍ଷଣ, ଡାକ୍ତରଙ୍କ ଉପଦେଶ- ତୁରନ୍ତ କରନ୍ତୁ ପରୀକ୍ଷା

ଗରମ ପାଣି ସହିତ ଗୋଲମରିଚ ନିଅନ୍ତୁ:-

ଗୋଲମରିଚରେ ପିପରାଇନ୍ ଥାଏ । ଏଥିରେ ଆଣ୍ଟି-ଡିପ୍ରେସାଣ୍ଟ ଗୁଣ ରହିଥାଏ । ଯେଉଁ କାରଣରୁ ଗୋଲମରିଚ ଲୋକଙ୍କୁ ଟେନସନ ଏବଂ ଡିପ୍ରେସନରୁ ମୁକ୍ତି ଦେଇଥାଏ । ଗ୍ରୀଷ୍ମ ଋତୁରେ ଗୋଲମରିଚ ଖାଇବା କମ୍ କରିବା ଉଚିତ ।

ଗୋଲମରିଚ ଶରୀରରେ ଚର୍ବି ଜମିବାକୁ ପ୍ରତିରୋଧ କରିଥାଏ । ଏହା ସହିତ ଏହା ଆପଣଙ୍କ ମେଟାବୋଲିଜିମରେ ଉନ୍ନତି କରି କ୍ୟାଲୋରୀ ଦମନରେ ସାହାଯ୍ୟ କରିଥାଏ ।

ଅଧିକ ପଢ଼ନ୍ତୁ:-ଭାରତକୁ 'ମୁଦ୍ରା ମନିପୁଲେଟର' ତାଲିକାରେ ରଖିଛି ଆମେରିକା, ଜାଣନ୍ତୁ ଏହାର କ'ଣ ପଡ଼ିବ ପ୍ରଭାବ?

ଯଦି ଆପଣ ଅଧା ଚାମଚ ଗୋଲମରିଚ ପାଉଡର ଏବଂ ଗୋଟିଏ ଚାମଚ ମିଶ୍ରି ମିଶାଇ ଏକ କପ୍ ଉଷୁମ କ୍ଷୀର ସହିତ ୩ ଥର ନେଉଛନ୍ତି । ତେବେ ଏହା ଥଣ୍ଡା ଓ ସର୍ଦ୍ଦି ପାଇଁ ଲାଭଦାୟକ ହୋଇଥାଏ ।

ଗୋଲମରିଚ ପାଣିରେ ପୁଟାଇ ପିଇଲେ ଏହା ଥଣ୍ଡା ଭଲ କରିଥାଏ । ଏହାସହ ମସ୍ତିଷ୍କ ହାଲୁକା ହୋଇଥାଏ ।