ପ୍ରେମିକ ଘର ଆଗରେ ଧାରଣା: ଏକା ଜିଦ୍, ମୋତେ ବାହା ହୁଅ...

ପ୍ରିୟଙ୍କାଙ୍କ ଅଭିଯୋଗ ଏହା ଯେ, ରାଜଦୀପ ସିଂହ ରାୟ ନାମକ ଜଣେ ଯୁବକଙ୍କ ସହ ତାଙ୍କର ୩ ବର୍ଷ ହେଲା ସମ୍ପର୍କ ଅଛି । ଉଭୟେ ପରସ୍ପରକୁ ଭଲ ପାଉଥିଲେ । ତେବେ ଗତ କିଛି ମାସ ହେଲା ଧରାଛୁଆଁ ଦେଉନାହାଁନ୍ତି ପ୍ରେମିକ ରାଜଦୀପ ।

ପ୍ରେମିକ ଘର ଆଗରେ ଧାରଣା: ଏକା ଜିଦ୍, ମୋତେ ବାହା ହୁଅ...

About the Author