କୋରୋନାକୁ ମାତ୍ ଦେବାରେ ପ୍ରଥମ ରାଜ୍ୟ ହେଲା ଗୋଆ, ସମସ୍ତ ଆକ୍ରାନ୍ତ ସୁସ୍ଥ

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ ରବିବାର ଏହି ସୂଚନା ଦେଇଛନ୍ତି । ସଂକ୍ରମଣର ୭ ଟି ମାମଲା ମଧ୍ୟରୁ ଶେଷ ମାମଲା ଏପ୍ରିଲ ୩ରେ ରିପୋର୍ଟ କରାଯାଇଥିଲା । ଚିକିତ୍ସା ପରେ ସମସ୍ତ ବ୍ୟକ୍ତିଙ୍କ ନମୁନା ପରୀକ୍ଷା କରାଯାଇ ନେଗେଟିଭ ଆସିବା ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ।

କୋରୋନାକୁ ମାତ୍ ଦେବାରେ ପ୍ରଥମ ରାଜ୍ୟ ହେଲା ଗୋଆ, ସମସ୍ତ ଆକ୍ରାନ୍ତ ସୁସ୍ଥ

About the Author