ଏବର୍ଷ ୪୦% ରୁ ଅଧିକ ରିଟର୍ଣ୍ଣ ଦେଲାଣି ସୁନା, ଆସନ୍ତା ବର୍ଷ ସୁଦ୍ଧା ମୂଲ୍ୟ ଏତିକି ଟପିପାରେ

ଏହି ମାସରେ, ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସ କରିବାର ସମ୍ଭାବନା ବହୁତ ଅଧିକ ରହିଛି। ସୁଧ ହାର ହ୍ରାସ ପାଇଲେ ସୁନାର ଚମକ ବୃଦ୍ଧି ପାଇଥାଏ। ସେପ୍ଟେମ୍ୱରରେ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସ କରିବାର ସମ୍ଭାବନା ବହୁତ ଅଧିକ।

ଏବର୍ଷ ୪୦% ରୁ ଅଧିକ ରିଟର୍ଣ୍ଣ ଦେଲାଣି ସୁନା, ଆସନ୍ତା ବର୍ଷ ସୁଦ୍ଧା ମୂଲ୍ୟ ଏତିକି ଟପିପାରେ

About the Author