ଲଗାତର ଦ୍ୱିତୀୟ ଦିନରେ ବି କମିଲା ସୁନା-ରୁପା ଦର

ଅନ୍ୟପକ୍ଷେ ଆଜି ଦେଶରେ ରୁପା ମୂଲ୍ୟରେ ମଧ୍ୟ ହ୍ରାସ ଦେଖାଦେଇଛି । ଆଜି ରୁପା ମୂଲ୍ୟରେ ୫୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୮,୫୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୫୦,୦୫୦ ଟଙ୍କା ଥିଲା ।

ଲଗାତର ଦ୍ୱିତୀୟ ଦିନରେ ବି କମିଲା ସୁନା-ରୁପା ଦର
Image Credit: ଡିଜାଇନ୍ ଫଟୋ

About the Author