ଲଗାତର ତୃତୀୟ ଦିନ ବି ସୁନା-ରୁପା ମୂଲ୍ୟରେ ହ୍ରାସ

ଅନ୍ୟପକ୍ଷେ ଆଜି ଦେଶରେ ରୁପା ମୂଲ୍ୟରେ ମଧ୍ୟ ହ୍ରାସ ଦେଖାଦେଇଛି । ଆଜି ରୁପା ମୂଲ୍ୟରେ ୫୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୮,୫୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୪୮,୫୫୦ ଟଙ୍କା ଥିଲା ।

ଲଗାତର ତୃତୀୟ ଦିନ ବି ସୁନା-ରୁପା ମୂଲ୍ୟରେ ହ୍ରାସ
Image Credit: ଡିଜାଇନ୍ ଫଟୋ

About the Author