ରେକର୍ଡ ସ୍ତରକୁ ଛୁଇଁଲା ସୁନା ଦର

ଆଜି ଦେଶରେ ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଛି । ଆଜି ରୁପା ମୂଲ୍ୟରେ ୨,୦୦୦ ଟଙ୍କା ବଢିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୫,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୬୩,୦୦୦ ଟଙ୍କା ଥିଲା ।

ରେକର୍ଡ ସ୍ତରକୁ ଛୁଇଁଲା ସୁନା ଦର

About the Author