୬୨ ହଜାର ଛୁଇଁଲା ରୁପା ମୂଲ୍ୟ, ରେକର୍ଡ ସ୍ତରରେ ପହଞ୍ଚିଲା ସୁନା ଦର

ଆଜି ଦେଶରେ ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି ହୋଇଛି । ଆଜି ରୁପା ମୂଲ୍ୟରେ ୩,୦୫୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୨,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୫୮,୯୫୦ ଟଙ୍କା ଥିଲା ।

୬୨ ହଜାର ଛୁଇଁଲା ରୁପା ମୂଲ୍ୟ, ରେକର୍ଡ ସ୍ତରରେ ପହଞ୍ଚିଲା ସୁନା ଦର

About the Author