ଭଲ ଖବର: ଦେଶର ୪୦୦ ଜିଲ୍ଲାରେ ଏଯାଏ ଛୁଇଁ ପାରିନି କୋରୋନା ଭାଇରସ

ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏକ ଘରୋଇ ଚ୍ୟାନେଲ ସହ ବାର୍ତ୍ତାଳାପରେ କହିଛନ୍ତି ଯେ, ଆମେ ଲକ୍ ଡାଉନ୍ ଶେଷ କରିବାକୁ ସରକାରଙ୍କ ସହ ଆଲୋଚନା କରୁଛୁ । କେତେକ ରାଜ୍ୟ ଲକ୍ ଡାଉନ୍ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି ।

ଭଲ ଖବର: ଦେଶର ୪୦୦ ଜିଲ୍ଲାରେ ଏଯାଏ ଛୁଇଁ ପାରିନି କୋରୋନା ଭାଇରସ

About the Author