ଭଲ ଖବର: କୋରୋନା ମୁକ୍ତ ହେଲେ ଦେଶର ଏହି ରାଜ୍ୟଗୁଡ଼ିକ ସମେତ ୮ଟି କେନ୍ଦ୍ର ଶାସିତ ପ୍ରଦେଶ

ଦେଶରେ କୋରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଥିଲେ ମଧ୍ୟ ଏହି ଭୂତାଣୁ ସଂକ୍ରମିତ ରୋଗୀଙ୍କ ସୁସ୍ଥ ହାର ଏହି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଭଲ ରହିଛି । ବର୍ତ୍ତମାନ ଯାଏ ଦେଶର ୫ ହଜାର ୯୧୪ କୋରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଭାରତରେ ଏହି ଭୂତାଣୁ ସଂକ୍ରମଣରୁ ସୁସ୍ଥ ହେବା ହାର ପ୍ରାୟ ୨୧.୯୦ ପ୍ରତିଶତ ରହିଛି । କୋରୋନା ବିପଦ ମଧ୍ୟରେ ଏହା ଟିକେ ଆଶ୍ୱସ୍ତିକର ଖବର ।

ଭଲ ଖବର: କୋରୋନା ମୁକ୍ତ ହେଲେ ଦେଶର ଏହି ରାଜ୍ୟଗୁଡ଼ିକ ସମେତ ୮ଟି କେନ୍ଦ୍ର ଶାସିତ ପ୍ରଦେଶ

About the Author