ଦିଲ୍ଲୀରେ ଫସିଥିବା ଲୋକଙ୍କ ପାଇଁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ କଲେ ସରକାର

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି ଯେ, ଦିଲ୍ଲୀ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରମିକ ସ୍ପେଶାଲ ଟ୍ରେନ ମାଧ୍ୟମରେ ଦିଲ୍ଲୀରେ ଫସି ରହିଥିବା ୩୫,୦୦୦ ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇଛନ୍ତି । ଏହା ବ୍ୟତୀତ ଆଜି ୮ଟି ଭିନ୍ନ ଭିନ୍ନ ଟ୍ରେନ୍ ମାଧ୍ୟମରେ ୧୨,୦୦୦ ଲୋକଙ୍କୁ ବିଭିନ୍ନ ରାଜ୍ୟକୁ ପଠାଯିବ ।

ଦିଲ୍ଲୀରେ ଫସିଥିବା ଲୋକଙ୍କ ପାଇଁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ କଲେ ସରକାର
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author