India War: ଭାରତ ଉପରେ ଆକ୍ରମଣ କରିବାକୁ ହାଫିଜ ସଇଦର ବଡ଼ ଯୋଜନା, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଲସ୍କର-ଏ-ତୋଇବା ମୁଖ୍ୟ ହାଫିଜ୍ ସଇଦ ଭାରତ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ଏହା ଲସ୍କର କମାଣ୍ଡର ସୈଫୁଲ୍ଲା ସୈଫଙ୍କ ଏକ ଭିଡିଓ ଦ୍ୱାରା ସୂଚନା ମିଳିଛି। ହାଫିଜ୍ ସଇଦ ବାଂଲାଦେଶ ଦେଇ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି। ସୈଫୁଲ୍ଲାଙ୍କ ଭିଡିଓ ଅକ୍ଟୋବର ୩୦ ତାରିଖରେ ପାକିସ୍ତାନର ଖୈରପୁର ତାମିୱାଲିରେ ଆୟୋଜିତ ଏକ ରାଲି

India War: ଭାରତ ଉପରେ ଆକ୍ରମଣ କରିବାକୁ ହାଫିଜ ସଇଦର ବଡ଼ ଯୋଜନା, ଭାଇରାଲ ହେଉଛି ଭିଡିଓ

About the Author