କୋରୋନା ଟିକା ମୁଁ ନେବିନି, ନେବିନି, ନେବିନି...

ଯେତେ ଡାକିଲେ ବି ଉକ୍ତ ୪୦ ବର୍ଷୀୟ ବ୍ୟକ୍ତି ଜଣଙ୍କ ତଳକୁ ଆସିଲେ ନାହିଁ। ସେଠାରେ ବହୁ ସମୟ ଅପେକ୍ଷା କରିବା ପରେ ବି ବ୍ୟକ୍ତି ଜଣଙ୍କ ନା ତଳକୁ ଆସିଲେ ନା ଭ୍ୟାକସିନ ନେଲେ।

କୋରୋନା ଟିକା ମୁଁ ନେବିନି, ନେବିନି, ନେବିନି...

About the Author