କୁଲଗାମରେ ଆତଙ୍କୀ ହମଲା, ହେଡ କନଷ୍ଟେବଲ ଶହୀଦ

ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ ଚାଲିଛି । ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ଆତଙ୍କବାଦୀଙ୍କୁ ଖୋଜା ଚାଲିଥିବା ଜଣାପଡ଼ିଛି ।

କୁଲଗାମରେ ଆତଙ୍କୀ ହମଲା, ହେଡ କନଷ୍ଟେବଲ ଶହୀଦ

About the Author