Westbengal Rain: ହାଓଡ଼ା ଷ୍ଟେସନରେ ପଶିଲା ବନ୍ୟାଜଳ, ମେଟ୍ରୋ ଚଳାଚଳ ଠପ; ପ୍ରବଳ ବର୍ଷା କାରଣରୁ ବେହାଲ କୋଲକାତା

ନୂଆଦିଲ୍ଲୀ: ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ଫେରୁଥିବା ମୌସୂମୀ ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ସୋମବାର ପ୍ରବଳ ବର୍ଷା ହୋଇଥିବା ଜଣାପଡ଼ିଛି। ପାଣିପାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କୋଲକାତାରେ ସୋମବାର ରାତିରେ ପ୍ରବଳ ବର୍ଷା ହୋଇଥିଲା। ଯାହା ରାଜ୍ୟର ସାଧାରଣ ଜୀବନଯାତ୍ରାକୁ ବ

Westbengal Rain: ହାଓଡ଼ା ଷ୍ଟେସନରେ ପଶିଲା ବନ୍ୟାଜଳ, ମେଟ୍ରୋ ଚଳାଚଳ ଠପ; ପ୍ରବଳ ବର୍ଷା କାରଣରୁ ବେହାଲ କୋଲକାତା

About the Author