Delhi Rain: ଦିଲ୍ଲୀରେ ପ୍ରବଳ ଝଡ଼ ଏବଂ ବର୍ଷା, ଭାଙ୍ଗିଲା ଗଛ, ଗୋଟିଏ ପରିବାରର ୪ ସଦସ୍ୟ ମୃତ

Delhi Rain: ଦିଲ୍ଲୀରେ ଆଜି ଭୋର ସମୟରେ ପ୍ରବଳ ଝଡ ବର୍ଷା ହୋଇଥିଲା । ନଜଫଗଡ଼ ଅଞ୍ଚଳରେ ଥିବା ଏକ ଘର ଉପରେ ଗଛ ଭାଙ୍ଗିପଡିବାରୁ ଚାରି ଜଣ ପ୍ରାଣ ହରାଇଛନ୍ତି ।

Delhi Rain: ଦିଲ୍ଲୀରେ ପ୍ରବଳ ଝଡ଼ ଏବଂ ବର୍ଷା, ଭାଙ୍ଗିଲା ଗଛ, ଗୋଟିଏ ପରିବାରର ୪ ସଦସ୍ୟ ମୃତ

About the Author