ଲକଡାଉନ ୩.୦: ଆପଣଙ୍କୁ ଏହି ୧୦ଟି କଥା ଜାଣିବା ଅତ୍ୟନ୍ତ ଜରୁରୀ

ଲକଡାଉନ୍ ସମୟରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ପାନ, ଗୁଟଖା, ତମାଖୁ ଇତ୍ୟାଦିର ଅନୁମତି ଦିଆଯିବ ନାହିଁ । ତେବେ ଗ୍ରାହକଙ୍କ ମଧ୍ୟରେ ସର୍ବନିମ୍ନ ୬ ଫୁଟ ଦୂରତା ସୁନିଶ୍ଚିତ କରିବା ପରେ ମଦ, ପାନ, ତମାଖୁ ବିକ୍ରିକୁ ଅନୁମତି ଦିଆଯିବ । ଦୋକାନରେ ଥରେ ୫ରୁ ଅଧିକ ଲୋକ ରହିବେ ନାହିଁ ।

ଲକଡାଉନ ୩.୦: ଆପଣଙ୍କୁ ଏହି ୧୦ଟି କଥା ଜାଣିବା ଅତ୍ୟନ୍ତ ଜରୁରୀ

About the Author