କୋରୋନାରୁ ମିଳିବ ରକ୍ଷା, ଇଜ୍ରାଏଲ ବୈଜ୍ଞାନିକ ଦେଲେ ଏପରି ବାର୍ତ୍ତା...

କୋରୋନା ମହାମାରୀରୁ ରକ୍ଷା ପାଇଁ ପାଇଁ ସମଗ୍ର ବିଶ୍ୱର ଡାକ୍ତରମାନେ ଔଷଧ ବାହାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏପରିକି କିଛି ରାଷ୍ଟ୍ର ବିଭିନ୍ନ ସ୍ତରରେ ମଧ୍ୟ ପହଞ୍ଚି ସାରିଲେଣି।

କୋରୋନାରୁ ମିଳିବ ରକ୍ଷା, ଇଜ୍ରାଏଲ ବୈଜ୍ଞାନିକ ଦେଲେ ଏପରି ବାର୍ତ୍ତା...

About the Author