ଦେଶରେ ୬୬୫୪ ନୂଆ ମାମଲା, ଦୈନିକ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏହା ସର୍ବାଧିକ

ଏପର୍ଯ୍ୟନ୍ତ ଦେଶରେ ୧ଲକ୍ଷ ୨୫ ହଜାର ୧୦୧ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ତେବେ ଏମାନଙ୍କ ମଧ୍ୟରୁ ୩୭୨୦ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି ।

ଦେଶରେ ୬୬୫୪ ନୂଆ ମାମଲା, ଦୈନିକ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏହା ସର୍ବାଧିକ

About the Author