ଦେଶରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ହଜାର ପାର୍

ଏପର୍ଯ୍ୟନ୍ତ ଦେଶରେ ୧ଲକ୍ଷ ୩୮ ହଜାର ୮୪୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ମୃତ୍ୟୁ ସଂଖ୍ୟା ୪୦୨୧ରେ ପହଞ୍ଚିଛି ।

ଦେଶରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ହଜାର ପାର୍
Image Credit: ପ୍ରତୀକାତ୍ମକ ଫଟୋ

About the Author