ହିନ୍ଦୁସ୍ତାନ ୟୁନିଲିଭର ନିଜ ସ୍କିନ୍ କେୟାର କ୍ରିମର ନାଁରୁ ହଟାଇଲା 'Fair' ଶବ୍ଦ, ରଖିଲା ଏହି ନାଁ

ଆଗାମୀ କିଛି ମାସ ପାଇଁ ଲୋକମାନେ ବଜାରରୁ ସହଜରେ “ଗ୍ଲୋ ଆଣ୍ଡ ଲଭଲି” କିଣିବାକୁ ସକ୍ଷମ ହେବେ । ଭବିଷ୍ୟତରେ କମ୍ପାନୀ ଅନ୍ୟ ପରିବର୍ତ୍ତନ ମଧ୍ୟ କରିପାରେ । ଏହା ସହିତ କମ୍ପାନୀ ପୁରୁଷମାନଙ୍କ ପାଇଁ ଏହାର କ୍ରିମର ନାମକୁ "ଫେୟାର ଆଣ୍ଡ ହ୍ୟାଣ୍ଡସମ" ପରିବର୍ତ୍ତନ କରି "ଗ୍ଲୋ ଆଣ୍ଡ ହ୍ୟାଣ୍ଡସମ" କରିଛି ।

ହିନ୍ଦୁସ୍ତାନ ୟୁନିଲିଭର ନିଜ ସ୍କିନ୍ କେୟାର କ୍ରିମର ନାଁରୁ ହଟାଇଲା 'Fair' ଶବ୍ଦ, ରଖିଲା ଏହି ନାଁ

About the Author