HIV Positive: ପୁଣି ଥରେ ଡାକ୍ତରଖାନାରେ ବଡ଼ ଅବହେଳା, ୫ ଶିଶୁଙ୍କୁ ଦେଇଦେଲେ HIV ପଜିଟିଭ ରକ୍ତ

ରାଞ୍ଚି: ଝାଡ଼ଖଣ୍ଡର ଚାଇଁବସା ସଦର ହସ୍ପିଟାଲରେ ଥାଲାସେମିଆ ପୀଡିତ ପିଲାମାନଙ୍କୁ ଏଚଆଇଭି ପଜିଟିଭ୍ ରକ୍ତ ଦେବା ମାମଲା ଶନିବାର ଅଧିକ ଗୁରୁତ୍ତର ହୋଇ ପଡ଼ିଛି। ଆଉ ଚାରି ଜଣ ପିଲା ଏଚଆଇଭି ପଜିଟିଭ୍ ଦେବା ପରେ ସଂକ୍ରମିତ ପିଲାଙ୍କ ସଂଖ୍ୟା ପାଞ୍ଚକୁ ବୃଦ୍ଧି ପାଇଛି। ହାଇକୋର୍ଟଙ୍କ ନୋଟିସ ପରେ ରାଞ୍ଚିରୁ ଏକ ସ୍ୱାସ୍ଥ୍ୟ ବିଭାଗର ଦଳ ଶନିବାର ଚାଇ

HIV Positive: ପୁଣି ଥରେ ଡାକ୍ତରଖାନାରେ ବଡ଼ ଅବହେଳା, ୫ ଶିଶୁଙ୍କୁ ଦେଇଦେଲେ HIV ପଜିଟିଭ ରକ୍ତ

About the Author