ମୁମ୍ୱାଇର ନନ୍ କଣ୍ଟେନମେଣ୍ଟ ଜୋନରେ ହେବ 'ମଦ'ର ହୋମ୍ ଡେଲିଭରୀ

ଉଲ୍ଲେଖନୀୟ କଥା ହେଉଛି, କୋରୋନା ଭାଇରସ ଯୋଗୁଁ ଜାରି ଲକଡାଉନ୍ ମଧ୍ୟରେ ଦେଶରେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେତେବେଳେ ଦୋକାନଗୁଡ଼ିକରେ ସାମାଜିକ ଦୂରତା ନିୟମ ବ୍ୟାପକ ଭାବେ ଉଲଂଘନ କରାଯାଇଥିଲା । ଅନେକ ସ୍ଥାନରେ ମଦ ଦୋକାନରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ ।

ମୁମ୍ୱାଇର ନନ୍ କଣ୍ଟେନମେଣ୍ଟ ଜୋନରେ ହେବ 'ମଦ'ର ହୋମ୍ ଡେଲିଭରୀ

About the Author