ସରକାରୀ ଓ ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍ ଇନଷ୍ଟଲ୍ କରିବା ବାଧ୍ୟତାମୂଳକ

ସୂଚନାଯୋଗ୍ୟ ଯେ,ଭାରତରେ ଆରୋଗ୍ୟ ସେତୁ(Arogya Setu) ଆପ୍ ଦ୍ରୁତଗତିରେ ଡାଉନଲୋଡ୍ ଓ ଇନଷ୍ଟଲ କରାଯାଉଛି । ଲଞ୍ଚ ହେବାର କିଛି ଦିନ ମଧ୍ୟରେ ଏହି ଆପ୍ ଲକ୍ଷ ଲକ୍ଷ ଥର ଡାଉନଲୋଡ୍ ହୋଇସାରିଛି ।

ସରକାରୀ ଓ ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍ ଇନଷ୍ଟଲ୍ କରିବା ବାଧ୍ୟତାମୂଳକ
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author