ଘରେ କେତେ ନଗଦ ରଖିପାରିବେ ଆପଣ? ଜାଣନ୍ତୁ କାରବାର ସହିତ ଜଡିତ ପ୍ରତ୍ୟେକ ନିୟମ, ନଚେତ୍...
Advertisement

ଘରେ କେତେ ନଗଦ ରଖିପାରିବେ ଆପଣ? ଜାଣନ୍ତୁ କାରବାର ସହିତ ଜଡିତ ପ୍ରତ୍ୟେକ ନିୟମ, ନଚେତ୍...

ନଗଦରେ ୨୦୦୦ ଟଙ୍କାରୁ ଅଧିକ ଚାନ୍ଦା କିମ୍ୱା ଦାନ ଦେଇପାରିବେ ନାହିଁ । ଏଥିସହ ୫୦୦୦ ଟଙ୍କାରୁ ଅଧିକ ନଗଦ ଚିକିତ୍ସା ଖର୍ଚ୍ଚ ଉପରେ କୌଣସି ଟିକସ ରିହାତି ନାହିଁ । ୨୦ ହଜାର ଟଙ୍କାରୁ ଅଧିକ ନଗଦ ଋଣ ନିଆଯାଇପାରିବ ନାହିଁ କିମ୍ବା ଦିଆଯାଇପାରିବ ନାହିଁ । ଏହି ନିୟମ ଭାଙ୍ଗିବା ପାଇଁ ଜରିମାନା ଦେବାକୁ ପଡିବ ।

ଘରେ କେତେ ନଗଦ ରଖିପାରିବେ ଆପଣ? ଜାଣନ୍ତୁ କାରବାର ସହିତ ଜଡିତ ପ୍ରତ୍ୟେକ ନିୟମ, ନଚେତ୍...

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ ଅର୍ଥନୀତି (Digital Economy) କୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର (Central Govt) ନିରନ୍ତର ପଦକ୍ଷେପ ନେଉଛନ୍ତି । ଟଙ୍କା ନେଣଦେଣ (Cash Transaction) ସମ୍ପୂର୍ଣ୍ଣ ନିରାପଦରେ କରିବା ପାଇଁ ନଗଦ କାରବାର ସହ ଜଡିତ ନିୟମଗୁଡ଼ିକ ଅଧିକ କଠୋର ହେବାରେ ଲାଗିଛି । ତେଣୁ ଆସନ୍ତୁ ଜାଣିବା ନଗଦ ନେଣଦେଣ ପାଇଁ ସରକାର କେଉଁ ନିୟମ କରିଛନ୍ତି । ଏଠାରେ କହି ରଖୁଛୁ ଯେ ଘରେ ନଗଦ ରଖିବାର ସୀମା ସ୍ଥିର ହୋଇନାହିଁ । କିନ୍ତୁ ଘରେ ରଖାଯାଇଥିବା ନଗଦର ଉତ୍ସ ବିଷୟରେ କହିବା ଜରୁରୀ ଅଟେ ।

ଅଧିକ ପଢ଼ନ୍ତୁ:-ରେଲୱେର ସବୁଠାରୁ ବଡ଼ ପ୍ଲାନ! ୨ ବର୍ଷରେ ସଂପୂର୍ଣ୍ଣ ରୂପେ ବଦଳିଯିବ ଇଞ୍ଜିନ, ଯାତ୍ରୀଙ୍କୁ ହେବ ଏହି ଲାଭ

ନଗଦରେ ୨୦୦୦ ଟଙ୍କାରୁ ଅଧିକ ଚାନ୍ଦା କିମ୍ୱା ଦାନ ଦେଇପାରିବେ ନାହିଁ । ଏଥିସହ ୫୦୦୦ ଟଙ୍କାରୁ ଅଧିକ ନଗଦ ଚିକିତ୍ସା ଖର୍ଚ୍ଚ ଉପରେ କୌଣସି ଟିକସ ରିହାତି ନାହିଁ । ୨୦ ହଜାର ଟଙ୍କାରୁ ଅଧିକ ନଗଦ ଋଣ ନିଆଯାଇପାରିବ ନାହିଁ କିମ୍ବା ଦିଆଯାଇପାରିବ ନାହିଁ । ଏହି ନିୟମ ଭାଙ୍ଗିବା ପାଇଁ ଜରିମାନା ଦେବାକୁ ପଡିବ ।

ଅଧିକ ପଢ଼ନ୍ତୁ:-ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିଲା ଉପହାର, ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

୫୦ ହଜାର ଟଙ୍କାରୁ ଅଧିକ ଅର୍ଥ ଫରେନ ଏକ୍ସଚେଞ୍ଜରେ ଯାଇ ନେଇପାରିବେ ନାହିଁ । ୨ ଲକ୍ଷରୁ ଅଧିକ ନଗଦ ଆକାରରେ କୌଣସି କ୍ରୟ କରାଯାଇପାରିବ ନାହିଁ । ଏହା ବ୍ୟତୀତ ବ୍ୟାଙ୍କରୁ ୨ କୋଟି ଟଙ୍କାରୁ ଅଧିକ ନଗଦ ଉଠାଇବା ଉପରେ ଟିଡିଏସ ଲାଗିବ ।