ସରକାରଙ୍କ ଆଦେଶ, ଯଦି ଗ୍ରାହକ ଚାହିଁବେ ତେବେ ଲକଡାଉନରେ ବିମାନ କମ୍ପାନୀ ଟିକେଟ ଟଙ୍କା ଫେରାଇବାକୁ ବାଧ୍ୟ

ଅନ୍ୟପକ୍ଷେ ବିଗତ ଦିନରେ ଲକଡାଉନ୍ ବୃଦ୍ଧି ପାଇବା ପରେ ବିମାନ କମ୍ପାନୀଗୁଡିକ ଟିକେଟ୍ ଟଙ୍କା ଫେରସ୍ତ ନକରିବାକୁ ନିଷ୍ପତ୍ତି ନେଇଥିଲା । ଏହା ବଦଳରେ ଗ୍ରାହକଙ୍କୁ ଏକ ନୂତନ ତାରିଖରେ ଯାତ୍ରା କରିବାର ସୁବିଧା ଦେବ ବୋଲି କମ୍ପାନୀ କହିଥିଲା । ସର୍ବସାଧାରଣ ବନ୍ଦ ଯୋଗୁଁ ଦେଶରେ ବାଣିଜ୍ୟିକ ଯାତ୍ରୀ ବିମାନ ସେବା ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି ।

ସରକାରଙ୍କ ଆଦେଶ, ଯଦି ଗ୍ରାହକ ଚାହିଁବେ ତେବେ ଲକଡାଉନରେ ବିମାନ କମ୍ପାନୀ ଟିକେଟ ଟଙ୍କା ଫେରାଇବାକୁ ବାଧ୍ୟ

About the Author