ନା କେହି ଆମ ସୀମାରେ ପ୍ରବେଶ କରିଛନ୍ତି, ନା ହିଁ କୌଣସି ପୋଷ୍ଟକୁ ଦଖଲ କରାଯାଇଛି: ପିଏମ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ସେଠାରେ କେହି ଆମ ସୀମାରେ ପ୍ରବେଶ କରିନାହାଁନ୍ତି, ନା ହିଁ ଆମର କୌଣସି ପୋଷ୍ଟ ଅନ୍ୟର ଅଧିକାରରେ ରହିଛି । ଆମର ୨୦ ସାହସୀ ଯବାନ ଲଦାଖରେ ସହିଦ ହୋଇଛନ୍ତି । କିନ୍ତୁ ଯେଉଁମାନେ ଭାରତ ମାତାଙ୍କ ଆଡକୁ ଆଖି ଉଠାଇ ଦେଖିଥିଲେ, ସେମାନଙ୍କୁ ଶିକ୍ଷା ଦେଇ ଯାଇଛନ୍ତି ।

ନା କେହି ଆମ ସୀମାରେ ପ୍ରବେଶ କରିଛନ୍ତି, ନା ହିଁ କୌଣସି ପୋଷ୍ଟକୁ ଦଖଲ କରାଯାଇଛି: ପିଏମ ମୋଦି

About the Author