ମହାରାଷ୍ଟ୍ରରେ ୧୯ ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, କେବଳ ମୁମ୍ୱାଇରେ ୧୨ ହଜାରରୁ ଉର୍ଦ୍ଧ୍ୱ ମାମଲା

ଶୁକ୍ରବାର ରାଜ୍ୟରେ ଏହି ଭୂତାଣୁ ସଂକ୍ରମଣ ଯୋଗୁଁ ୩୭ ଜଣଙ୍କ ମୃତ୍ୟୁ ଘଟିଛି । ଯାହା ପରେ ଏଠାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୭୩୧ରେ ପହଞ୍ଚିଛି

ମହାରାଷ୍ଟ୍ରରେ ୧୯ ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, କେବଳ ମୁମ୍ୱାଇରେ ୧୨ ହଜାରରୁ ଉର୍ଦ୍ଧ୍ୱ ମାମଲା
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author